Meaning : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
Example :
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
Translation in other languages :
Meaning : ଗାଈ, ମଈଷି, ଘୋଡ଼ା ଆଦି ଗରମ ହେବା
Example :
କାଲିଠୁ ଗାଈର ଗରମ ଉଠିଛି
Translation in other languages :
Meaning : ଖାତାଆଦିରେ ଲେଖିବା
Example :
ବକେୟା ଧନରାଶି ଆପଣଙ୍କ ଖାତାରେ ଚଢ଼ି ଗଲାଣି ଭୋଟର ତାଲିକାରେ ଆପଣଙ୍କ ନାଁ ଉଠିଗଲାଣି
Synonyms : ଚଢ଼ିଯିବା
Translation in other languages :
Meaning : ତଳୁ ଉପର ଆଡ଼କୁ ଯିବା
Example :
ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
Synonyms : ଆରୋହଣ କରିବା, ଚଢ଼ିବା
Translation in other languages :
Meaning : ପଦ,ମର୍ଯ୍ୟାଦା,ବର୍ଗ ଆଦିରେ ବଢ଼ିବା
Example :
ତାର ପ୍ରଖର ବୁଦ୍ଧି ଯୋଗୁଁ ସେ ଏକାଥରକେ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଉଠିଗଲା
Translation in other languages :
पद, मर्यादा, वर्ग आदि में बढ़ना।
अपनी तीक्ष्ण बुद्धि के कारण वह एकदम से पाँचवीं से आठवीं कक्षा में चढ़ गया।Meaning : ପ୍ରଥମରୁ ଅଧିକ ଉଚ୍ଚ ଯାଏ ପହଞ୍ଚିଥିବା ବିସ୍ତାରର ଏପରି ଏକ ସ୍ଥିତି
Example :
ବିଦ୍ୟାଳୟର ବିମ୍ ଅଣ୍ଟା ପର୍ଯ୍ୟନ୍ତ ଉଠିସାରିଛି
Synonyms : ଉଚ୍ଚା ହେବା
Translation in other languages :
Meaning : ଘର ବା କାନ୍ଥ ତିଆରି ହେବା
Example :
ରାୟପୁରରେ ଆମର ଦୁଇ ମହଲା ଘର ଉଠୁଛି
Synonyms : ତିଆରି ହେବା, ବନାହେବା
Translation in other languages :
Meaning : ଉତ୍ପନ୍ନ ହେବା
Example :
ଯେମିତି ଟଙ୍କା କଥା ଉଠିଲା, ସେ ଲୋକମାନେ ଖସିଗଲେ
Translation in other languages :
Meaning : ଧ୍ୟାନରେ ଆସିବା ବା ସ୍ମରଣ କରିବା
Example :
ମୋ ମନରେ ଏହି କଥା ଉଠିଲା କି ଆଜିକାଲି ମୀନା ବିଦ୍ୟାଳୟ କାହିଁକି ଆସୁନି?
Synonyms : ଉଇଁଲା, ଉଙ୍କିମାରିବା
Translation in other languages :
Meaning : ନିଦରୁ ଉଠିବା
Example :
ମୁଁ ଆଜି ସକାଳ ସାତଟାରେ ଉଠିଲି
Synonyms : ଆଖି ଖୋଲିବା, ଜାଗିବା, ଶୋଇକି ଉଠିବା
Translation in other languages :