Meaning : କଥାବସ୍ତୁଆଦି ଆରମ୍ଭ କରିବା
Example :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
Synonyms : ଆରମ୍ଭ କରିବା, ବାହାର କରିବା
Translation in other languages :
Take the first step or steps in carrying out an action.
We began working at dawn.Meaning : ଉପର ଆଡ଼କୁ ସଙ୍କୁଚିତ ହେବା
Example :
ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
Synonyms : ଊର୍ଦ୍ଧ୍ୱଗାମୀ କରିବା
Translation in other languages :
Meaning : ଉଚ୍ଚା କରିବା
Example :
ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
Synonyms : ଉପରକୁକରିବା, ଟେକିବା
Translation in other languages :
Meaning : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
Example :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
Synonyms : ଆରମ୍ଭ କରିବା
Meaning : ସ୍ଥାନ ତ୍ୟାଗ କରିବା
Example :
ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
Translation in other languages :
Meaning : ଭଡ଼ାରେ ଦେବା
Example :
ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
Translation in other languages :
भाड़े या किराये पर देना।
मैंने अपने मकान का आधा हिस्सा भाड़े पर उठाया है।Meaning : କ୍ୟାମେରାରେ ଫୋଟୋ ଉଠେଇବା
Example :
ରୂପେନ୍ଦ୍ର ବହୁତ ଭଲ ଫଟ ଉଠାଏ
Synonyms : ଫଟ ଉଠାଇବା, ଫୋଟୋ ଉଠାଇବା
Translation in other languages :
कैमरे से फोटो लेना।
रुपेन्द्र बहुत बढ़िया फोटो खींचता है।Record on photographic film.
I photographed the scene of the accident.Meaning : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
Example :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
Synonyms : ଉଚ୍ଚରେ ରଖିବା, ଉପରେ ରଖିବା, ଚଢ଼ାଇବା, ଶୀର୍ଷରେ ରଖିବା
Translation in other languages :
Meaning : ଘର ବା କାନ୍ଥ ଆଦି ତିଆରି କରିବା
Example :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
Synonyms : ତିଆରି କରିବା, ନିର୍ମାଣ କରିବା
Translation in other languages :