Meaning : କୌଣସି ଆଧାର ଉପରେ ଅନୁମାନ ଲଗେଇବା କାର୍ଯ୍ୟ
Example :
ଏହି ପରିସଂଖ୍ୟାନକୁ ପୁଣିଥରେ ଆକଳନ କରିବାକୁ ହେବ
Synonyms : ଆକଳନ
Translation in other languages :
A judgment of the qualities of something or somebody.
Many factors are involved in any estimate of human life.Meaning : ଏଭଳି ହେବା ସମ୍ଭବ ବା ଏଭଳି ହୋଇପାରେ ସଦୃଶ ଭାବନା ନିଜ ମନକୁ ଆସିବା କ୍ରିୟା ବା ଭାବ
Example :
ବେଳେବେଳେ ଅନୁମାନ ମଧ୍ୟ ଭୁଲ୍ ହୋଇଥାଏ
Translation in other languages :
A message expressing an opinion based on incomplete evidence.
conjecture, guess, hypothesis, speculation, supposition, surmisal, surmise