Subscribe
URL of the page has been copied to clipboard.
Meaning : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
Example : କାହାରି କ୍ଷତି କରନାହିଁ
Synonyms : ଅକଲ୍ୟାଣ, ଅପକାର, ଅମଙ୍ଗଳ, ଅହିତ, କ୍ଷତି, ନୋକସାନ, ଲୋକସାନ
Translation in other languages :हिन्दी English
उपकार के विपरीत काम या अनुचित या बुरा काम।
A damage or loss.
Meaning : କୌଣସି ବେପାରଆଦିରେ ହେଉଥିବା କ୍ଷତି
Example : ଏହି ବେପାରରେ ମୋର ଖାଲି କ୍ଷତି ହେଲା
Synonyms : କ୍ଷତି, ଘାଟା, ଲୋକସାନ
किसी लेन-देन, व्यापार आदि में होने वाली आर्थिक कमी।
Gradual decline in amount or activity.
Meaning : ଖରାପ ବା କଷ୍ଟକର ହୋଇଥିବା ପରିଣାମ
Example : ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
Synonyms : କ୍ଷତି
बुरा या तकलीफ के रूप में होने वाला परिणाम।
The occurrence of a change for the worse.
Meaning : କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
Example : ଆପଣଙ୍କ କାନ୍ଥ ଯେଉଁ କ୍ଷତି ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ
Synonyms : ଅନିଷ୍ଟ, କ୍ଷତି, କ୍ଷୟ, ଲୋକସାନି
किसी मूर्त या अमूर्त चीज के खोने, खराब या क्षीण होने अथवा किसी के द्वारा नष्ट किए जाने पर होने वाली हानि।
Install App