Meaning : ବଡ଼ ମୋଗଲ ସମ୍ରାଟ
Example :
କେତେକ ବାଦଶାହା କୃଷକଙ୍କ ଉପରେ ଅନେକ ପ୍ରକାରର ଖଜଣା ଲଦି ଦେଉଥିଲେ
Translation in other languages :
Meaning : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ
Example :
ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ
Synonyms : ରାଣୀ
Translation in other languages :