Meaning : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
Example :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
Synonyms : ଦାନ କରିବା, ପ୍ରଦାନ କରିବା
Translation in other languages :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।Meaning : କାହାକୁ କିଛି ହସ୍ତଗତ କରାଇବା
Example :
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
Synonyms : ପ୍ରଦାନ କରିବା, ସମର୍ପିବା
Translation in other languages :
Transfer possession of something concrete or abstract to somebody.
I gave her my money.Meaning : ପ୍ରସ୍ତୁତ କରିବା
Example :
ସେ ସଭାରେ ନିଜ ମତାମତ ଉପସ୍ଥାପିତ କଲେ ଓକିଲ ନ୍ୟାୟାଧୀଶଙ୍କ ସମ୍ମୁଖରେ କିଛି ପ୍ରମାଣ ଦେଲେ
Synonyms : ଉପସ୍ଥାପିତ କରିବା
Translation in other languages :
Meaning : ମୂଲ୍ୟ, ଦେଣାଆଦି ପରିଶୋଧ କରିବା
Example :
ପ୍ରଥମେ ମୋର ଋଣ ପରିଶୋଧ କର, ପରେ ବିଜୁଳି ବିଲ ପରିଶୋଧ କରିବ
Synonyms : ପରିଶୋଧ କରିବା, ଭରଣା କରିବା
Translation in other languages :
मूल्य, देन आदि चुकाना।
आप बिजली का बिल बाद में चुकाइएगा।Give money, usually in exchange for goods or services.
I paid four dollars for this sandwich.Meaning : କୌଣସି ବିଶିଷ୍ଟ କାର୍ଯ୍ୟ, ବ୍ୟକ୍ତି ବା କାରଣ ଆଦିକୁ ସଂପୂର୍ଣ୍ଣରୂପେ ଦେଇଦବା
Example :
ସେ ନିଜର ସାରା ଜୀବନ ସମାଜ ସେବା ନିମନ୍ତେ ସମର୍ପଣ କରିଛନ୍ତି
Synonyms : ସମର୍ପଣ କରିବା
Translation in other languages :
किसी विशिष्ट कार्य, व्यक्ति या कारण आदि के लिए धन, समय आदि पूरी तरह से देना।
उसने अपना सारा जीवन समाज सेवा के लिए समर्पित कर दिया है।Give entirely to a specific person, activity, or cause.
She committed herself to the work of God.Meaning : ଖେଳ ଆଦିରେ ଅଙ୍କ ବା କିଛି ଲକ୍ଷ୍ୟ ପ୍ରାପ୍ତକରିବା
Example :
ଆମେ ଦୁଇଟି ଗୋଲ୍ ଦେଲୁ ଏହି ପ୍ରତିଯୋଗିତାରେ ଆମେ ଏଗାର ପଏଣ୍ଟ୍ ପାଇଲୁ
Synonyms : କରିବା, ପାଇବା, ପ୍ରାପ୍ତକରିବା, ହାସଲ କରିବା
Translation in other languages :
खेल आदि में अंक या कोई लक्ष्य प्राप्त करना।
हमने दो गोल बनाए।Meaning : ମୌଖିକ ରୂପରେ ପ୍ରସ୍ତୁତ କରିବା
Example :
ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
Synonyms : ପ୍ରଦାନ କରିବା
Translation in other languages :
* मौखिक रूप से प्रस्तुत करना।
श्याम को मेरी भी शुभकामनाएँ दीजिए।