Meaning : ରକ୍ତବିକାର କାରଣରୁ ଶରୀରରେ ଦିଶୁଥିବା ଗୋଲ ଦାଗ ବା ଫୁଲା
Example :
ମଶା କମୁଡ଼ିବାଯୋଗୁଁ ତା ଦେହରେ ଠାଏଠାଏ ଚିହ୍ନ ହୋଇଛି
Synonyms : ଚିହ୍ନ
Translation in other languages :
Meaning : କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
Example :
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
Translation in other languages :
Meaning : ଗରମ ଧାତୁଆଦିରେ ଚେଙ୍କିବାଦ୍ୱାରା ସୃଷ୍ଟି ହେଉଥିବା ଚିହ୍ନ
Example :
ଘୋଡ଼ା ପିଠିର ଚେଙ୍କଦାଗ ସ୍ପଷ୍ଟ ଦିଶୁଛି
Synonyms : ଚେଙ୍କଚିହ୍ନ, ଚେଙ୍କଦାଗ
Translation in other languages :
Meaning : କପଡ଼ା,କାଗଜ ଆଦିରେ ଭାଙ୍ଗ ପକାଇବା
Example :
ଦରଜି ଫ୍ରକରେ ଘେର ତିଆରି କରିବାପାଇଁ କପଡାରେ ଦାଗ ପକାଉଛି
Translation in other languages :
कपड़े,काग़ज़ आदि में सिकुड़न डालना।
दर्ज़ी फ्राक में घेर बनाने के लिए कपड़े में चुनट डाल रहा है।