Meaning : କୌଣସି କଥାରେ ହୋଇଥିବା କଳହ
Example :
ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
Synonyms : କଥା କଟାକଟି, ଖିଟିମିଟି, ଯୁକ୍ତିତର୍କ
Translation in other languages :
Meaning : ଅଯଥା ଯୁକ୍ତିତର୍କ
Example :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
Synonyms : କନ୍ଦଳ, କଳି, ତକରାଳ, ବିତଣ୍ଡା, ଯୁକ୍ତିତର୍କ
Translation in other languages :
Meaning : କୌଣସି କଥାରେ ହେଉଥିବା ବିବାଦ
Example :
ସେ କଳିର କାରଣ ଜାଣିବାକୁ ଚାହୁଁଛି
Synonyms : କଳି
Translation in other languages :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।Meaning : ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
Example :
ମହାଭାରତ ଯୁଦ୍ଧ ଅଠର ଦିନ ପର୍ଯ୍ୟନ୍ତ ଚାଲିଥିଲା
Synonyms : କନ୍ଦଳ, ଯୁଦ୍ଧ, ରଣ, ଲଢ଼ାଇ, ସଂଗ୍ରାମ, ସମର
Translation in other languages :
शत्रुतावश दो दलों के बीच हथियारों से की जाने वाली लड़ाई।
महाभारत का युद्ध अठारह दिनों तक चला था।Meaning : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
Example :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
Synonyms : ଉଚ୍ଚବାଚ, କଳି, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
Translation in other languages :
Witty language used to convey insults or scorn.
He used sarcasm to upset his opponent.