Meaning : ବାରମ୍ବାର ଛେପ କାଢ଼ିବା
Example :
ତମାଖୁ ଖାଇ ସେ ଥୁଥୁ କରୁଥିଲା
Synonyms : ଥୁକାର କରିବା, ଥୁକିବା, ଥୁଥୁ କରିବା
Translation in other languages :
Meaning : ମୁହଁରୁ ଛେପ ବା ମୁହଁରେ ଥିବା କିଛି ପଦାର୍ଥକୁ ବାହାରକୁ ବାହାର କରିବା (ଯୋରରେ)
Example :
ସେ ପାନ ଖାଇ ମୋ କୁର୍ତ୍ତାରେ ହିଁ ଛେପ କାଢ଼ିଦେଲା ସେ ଚୁପଚାପ ଔଷଧକୁ ଥୁକିଦେଲା
Synonyms : ଛେପ କାଢ଼ିବା, ଥୁକାର କରିବା, ଥୁକିବା, ଥୁତ୍କାର କରିବା
Translation in other languages :