Meaning : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
Example :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
Synonyms : ଦଳିବା
Translation in other languages :
Meaning : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
Example :
ଭାଉଜ ଅଟା ଚକଟୁଛନ୍ତି
Synonyms : ଦଳିବା, ମର୍ଦ୍ଦନକରିବା
Translation in other languages :
Meaning : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
Example :
ସେ ସାପର ମୁଣ୍ଡକୁ ଦଳୁଛି
Synonyms : ଛେଚିବା, ଦଳିବା, ମର୍ଦ୍ଦନ କରିବା
Translation in other languages :