Meaning : କୌଣସି ବିଶେଷ ଅବସ୍ଥାରେ ପହଞ୍ଚିବା
Example :
ବାରମ୍ବାର ବ୍ୟବହାର ଯୋଗୁଁ ଏହି ମୋଜା ଢିଲା ହୋଇଗଲାଣି
Synonyms : ଉତ୍ପନ୍ନ ହେବା, ପରିଣତ ହେବା, ସଂପାଦିତ ହେବା, ହେବା
Translation in other languages :
Arrive at a certain condition through repeated motion.
The stitches of the hem worked loose after she wore the skirt many times.Meaning : କୌଣସି ସହାୟତା ବିନା ନିଜେନିଜେ ହୋଇଯିବା
Example :
ପବନ ଧିମା ହୋଇଗଲା
Synonyms : ପରିଣତ ହେବା, ହେବା, ହୋଇଯିବା
Translation in other languages :
Happen, occur, take place.
I lost my wallet; this was during the visit to my parents' house.Meaning : ଘଟଣା ରୂପରେ ହେବା
Example :
ମୋ ଆଖି ସାମ୍ନାରେ ସେ ଦୁର୍ଘଟନା ଘଟିଲା
Translation in other languages :
Come to pass.
What is happening?.Meaning : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
Example :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
Synonyms : ଥିବା, ରହିବା, ସଂପର୍କ ଥିବା, ହେବା
Translation in other languages :
Have a personal or business relationship with someone.
Have a postdoc.Meaning : ଘଟିବା ବା ଆରମ୍ଭ ହେବା
Example :
ମୋତେ ନିଦ ଆସୁଛି
Synonyms : ଆଗମନ ହେବା, ଆରମ୍ଭ ହେବା, ଆସିବା, ଉପସ୍ଥିତ ହେବା
Translation in other languages :