Meaning : ପକ୍ଷୀମାନେ ଥଣ୍ଟଦ୍ୱାରା ଦାନା ବା କଣିକା ଖାଇବା
Example :
ପାରା ଛାତଉପରେ ଦାନା ଖୁଣ୍ଟୁଛି
Translation in other languages :
Meaning : ଅଳ୍ପଅଳ୍ପ କାଟିକରି ଖାଇବା
Example :
ଖେତରେ ଛେଳିଗୁଡ଼ିକ ଛୋଟଗଛର ପତ୍ର ଖୁଣ୍ଟି ଖାଉଛନ୍ତି
Synonyms : ଖୁଣ୍ଟି ଖାଇବା, ଟୋକିବା
Translation in other languages :