Meaning : ଦୁଧକୁ ଗାଢ଼କରି ତିଆରି କରାଯାଇଥିବା ଘନ ରୂପ ଯେଉଁଥିରୁ ମିଠା ପ୍ରସ୍ତୁତ କରାଯାଏ
Example :
ଗୋଲାପଜାମୁ ଖୁଆରେ ତିଆରି କରାଯାଏ
Translation in other languages :
Sweetened evaporated milk.
condensed milkMeaning : ମଣିଷ ଶରୀରର କାନ୍ଧ ପାଖରେ ହାତ ଯୋଡ଼ା ହୋଇଥିବା ସ୍ଥାନ
Example :
ଲଗାତର ବଲ ଫିଙ୍ଗିବା ଫଳରେ ମୋ ଖୁଆ ଦରଜ ହେଉଛି
Translation in other languages :
The part of the body between the neck and the upper arm.
shoulder