Meaning : ଅଯଥା ଯୁକ୍ତିତର୍କ
Example :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
Synonyms : କନ୍ଦଳ, ଝଗଡ଼ା, ତକରାଳ, ବିତଣ୍ଡା, ଯୁକ୍ତିତର୍କ
Translation in other languages :
Meaning : କୌଣସି କଥାରେ ହେଉଥିବା ବିବାଦ
Example :
ସେ କଳିର କାରଣ ଜାଣିବାକୁ ଚାହୁଁଛି
Synonyms : ଝଗଡ଼ା
Translation in other languages :
किसी बात पर होने वाली कहा-सुनी या विवाद।
वह झगड़े का कारण जानना चाहता है।Meaning : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
Example :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
Synonyms : ଉଚ୍ଚବାଚ, ଝଗଡ଼ା, ତର୍କବିତର୍କ, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
Translation in other languages :
Witty language used to convey insults or scorn.
He used sarcasm to upset his opponent.