Meaning : ଯେଉଁ ଲେଖା ବା ପତ୍ରଦ୍ୱାରା କୌଣସି ସମ୍ପତ୍ତି ସମ୍ପୂର୍ଣ୍ଣଭାବେ ଦାନସ୍ୱରୂପ କାହାରିକୁ ଦିଆଯାଇଥାଏ
Example :
ଜଣେ ଧର୍ମପରାୟଣା ବ୍ୟକ୍ତି ଦାନପତ୍ର ଲେଖି ନିଜର ସକଳ ସମ୍ପତ୍ତି ଏହି ସଂସ୍ଥାକୁ ଦାନ କରିଦେଲେ
Synonyms : ଦାନପତ୍ର
Translation in other languages :
A legal document signed and sealed and delivered to effect a transfer of property and to show the legal right to possess it.
He signed the deed.