Subscribe
URL of the page has been copied to clipboard.
Meaning : କୋଡ଼ିଏ ଏବଂ ଦୁଇ ମିଶାଇ ପ୍ରାପ୍ତ ସଂଖ୍ୟା
Example : ଏଗାର ଏବଂ ଏଗାର ମିଶି ବାଇଶି
Synonyms : ଦ୍ୱାବିଂଶତି, ବାଇଶି
Translation in other languages :हिन्दी English
बीस और दो के जोड़ से प्राप्त संख्या।
The cardinal number that is the sum of twenty-one and one.
Meaning : କୋଡ଼ିଏ ଏବଂ ଦୁଇ
Example : କାବ୍ୟ ପ୍ରତିଭା ପାଇଁ ଶ୍ୟାମ ବାଇଶି ବର୍ଷ ବୟସରେ ବି ପ୍ରସିଦ୍ଧ ହୋଇଗଲା
Synonyms : ଦ୍ୱାବିଂଶ, ବାଇଶ, ବାଇଶି
बीस और दो।
Being two more than twenty.
Install App