Meaning : ବହୁତ ଲୋକ ଏକା ସାଥିରେ ଆଡ଼େ ସାଡ଼େ ଯିବା ବା ଦଉଡ଼ିବାର କ୍ରିୟା
Example :
ବୋମା ଥିବାର ଉଡାଖବର ଶୁଣିବାପରେ ବଜାରରେ ଚହଳ ପଡିଗଲା
Translation in other languages :
A headlong rush of people on a common impulse.
When he shouted `fire' there was a stampede to the exits.Meaning : ବହୁତ ଲୋକେ ଏକାସାଥିରେ ପାଟିକରିବା କ୍ରିୟା ଯେଉଁଥିରେ ଶରୀର ମଧ୍ୟ ହଲିଯାଏ
Example :
ପିଲାମାନେ ଛାତ ଉପରେ ହୋହଲ୍ଲା କରୁଛନ୍ତି
Translation in other languages :