Meaning : ହୋଲିର ଦିନକ ଆଗରୁ ଜଳାଯାଉଥିବା କାଠଗଦା ଆଦି
Example :
ହୋଲି ଜଳାଇବାପାଇଁ ଗାଁର ସବୁଲୋକ ଏକାଠି ହୋଇଗଲେ
Synonyms : ହୋଲି
Translation in other languages :
Meaning : ଯେଉଁ ରାକ୍ଷସୀ ହିରଣ୍ୟକଶିପୁର ଭଉଣୀ ଥିଲା
Example :
ପ୍ରହ୍ଲାଦଙ୍କୁ ଜଳାଇବା ଚେଷ୍ଟାରେ ହୋଲିକା ସ୍ୱୟଂ ପୋଡ଼ି ମଲା
Translation in other languages :