Meaning : ହବନ କରିବା ନିମନ୍ତେ ତିଆରି ହୋଇଥିବା କୁଣ୍ଡ
Example :
ହବନ କରିବା ନିମନ୍ତେ ହୋମକୁଣ୍ଡରେ ଅଗ୍ନି ପ୍ରଜ୍ଜ୍ୱଳିତ କରାଯାଉଛି
Synonyms : ଯଜ୍ଞକୁଣ୍ଡ, ହବନକୁଣ୍ଡ
Translation in other languages :
हवन करने के लिए बना हुआ गड्ढा।
हवन करने के लिए हवनकुंड में आग प्रज्ज्वलित की जा रही है।