Meaning : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
Example :
କୃଷକଟି କ୍ଷେତର ଦେଖାରଖା କରୁଛି
Synonyms : ଦେଖାରଖା, ଦେଖାଶୁଣା, ଯତ୍ନ, ସଂରକ୍ଷଣ
Translation in other languages :
The activity of protecting someone or something.
The witnesses demanded police protection.