Meaning : ଧ୍ୟାନ ଆକର୍ଷଣ ନିମନ୍ତେ ଲେଖା ଆଦିରେ ଲାଲ ରଙ୍ଗରେ ଲେଖା ହୋଇଥିବା ଶୀର୍ଷକ
Example :
ଏହି ଖବର ଆଜିର ଖବର କାଗଜରେ ମୁଖ୍ୟ ଖବରରେ ଥିଲା
Synonyms : ମୁଖ୍ୟ ଖବର, ମୁଖ୍ୟ ସମାଚାର
Translation in other languages :
A title or heading that is printed in red or in a special type.
rubric