Subscribe
URL of the page has been copied to clipboard.
Meaning : ପଶୁମାନଙ୍କୁ ଚଲାଇବା ବା ହଟାଇବାପାଇଁ ଆଗକୁ ବଢ଼ାଇବା ବା ଏପଟ ସେପଟ କରିବା
Example : ବିଲରେ ଚରୁଥିବା ବଳଦକୁ ଗାଇଆଳ ଅଡ଼େଇଲା
Synonyms : ଅଡ଼େଇବା
Translation in other languages :हिन्दी
जानवरों को चलाने या हटाने के लिए आगे बढ़ाना या इधर-उधर करना।
Meaning : ପଶୁଙ୍କୁ ହଟାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example : ମାଲିକ ଖେତରେ ଚରୁଥିବା ମଇଁଷିକୁ ମଙ୍ଗରୁଦ୍ୱାରା ଅଡ଼େଇଲେ
Synonyms : ଅଡ଼େଇବା, ହଟେଇବା
हाँकने का काम दूसरे से कराना।
Install App