Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ହୁଙ୍କାର ଛାଡ଼ିବା from ଓଡ଼ିଆ dictionary with examples, synonyms and antonyms.

ହୁଙ୍କାର ଛାଡ଼ିବା   କ୍ରିୟାପଦ

Meaning : ନିଜ ସାଥିରେ ଲଢ଼ିବାପାଇଁ ଚିଲ୍ଲେଇକରି ଡାକିବା

Example : ଭୀମ ଯୁଦ୍ଧ କରିବାପାଇଁ ହୁଙ୍କାର ଛାଡ଼ି କୌରବମାନଙ୍କୁ ଡାକିଲେ


Translation in other languages :

अपने साथ लड़ने के लिए चिल्लाकर बुलाना।

भीम ने युद्ध के लिए कौरवों को ललकारा।
ललकारना

Issue a challenge to.

Fischer challenged Spassky to a match.
challenge

Meaning : କୌଣସି କାର୍ଯ୍ୟ କରିବାପାଇଁ ଉଚ୍ଚସ୍ୱରରେ ଉତ୍ସାହିତ କରିବା

Example : ହଳିଆ ରହିରହି ବଳଦକୁ ଆଗକୁ ଯିବାପାଇଁ ପ୍ରରୋଚିତ କରି ହୁଙ୍କାର ଛାଡ଼ୁଥିଲା

Synonyms : ପ୍ରରୋଚିତ କରିବା


Translation in other languages :

कोई काम करने के लिए तेज आवाज में बोलकर उत्साहित करना।

हलवाहा रह रहकर बैलों को ललकार रहा था।
ललकारना

Shout, as if with joy or enthusiasm.

The children whooped when they were led to the picnic table.
whoop