Meaning : ଓଠ ସଂକୁଚିତ କରି ବାହାରକୁ ପବନ ବାହାର କରିବାଦ୍ୱାରା ସୃଷ୍ଟି ହେଉଥିବା ଜୋର ଶବ୍ଦ
Example :
ଶ୍ୟାମ ଶ୍ରେଣୀରେ ପ୍ରବେଶ କରୁକରୁ ଜୋରରେ ସିଟି ବଜାଇଲା
Synonyms : ସିଟି
Translation in other languages :
होंठ सिकोड़कर बाहर वायु फेंकने से निकला हुआ महीन पर तेज़ शब्द।
श्याम ने कक्षा में प्रवेश करते ही जोर से सीटी बजाई।