Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ହୀନ ଅନୁଭବ କରିବା from ଓଡ଼ିଆ dictionary with examples, synonyms and antonyms.

ହୀନ ଅନୁଭବ କରିବା   କ୍ରିୟାପଦ

Meaning : ଭଲଗୁଣ ବିଷୟରେ ବଖାଣି ହୀନତା ଅନୁଭବ କରିବା

Example : ସେ ଜଣେ ଉତ୍ତମ ପିତା ନ ହୋଇପାରିବା କାରଣରୁ ହୀନତା ଅନୁଭବ କରୁଛି

Synonyms : ନୀଚ ଅନୁଭବ କରିବା, ନୀଚତା ଅନୁଭବ କରିବା, ନ୍ୟୂନତା ଅନୁଭବ କରିବା, ହୀନତା ଅନୁଭବ କରିବା, ହୀନମନ୍ୟତା ଅନୁଭବ କରିବା, ହେୟ ଅନୁଭବ କରିବା


Translation in other languages :

* अच्छे गुणों का बखान करके हीनता महसूस करना।

वह एक अच्छा पिता न हो पाने के कारण हीनता महसूस कर रहा है।
हीनता महसूस करना