Meaning : ପାଣି ବହିବାକୁ ଅଟକାଇବାପାଇଁ ତିଆରି ହୋଇଥିବା ହିଡ଼ ବା ବନ୍ଧ
Example :
ହିଡ଼ ଭାଙ୍ଗିଗଲା ଏବଂ ଖେତର ସବୁ ପାଣି ବହିଗଲା
Translation in other languages :
Meaning : ଖେତଆଦିର ସୀମା ସୂଚକ ମାଟି ତିଆରି ଉଚ୍ଚ ରେଖା ବା ବନ୍ଧ
Example :
ଭାଇମାନଙ୍କ ମଧ୍ୟରେ ବଣ୍ଟାହେବା କାରଣରୁ ଗୋଟିଏ ଖେତରେ କେତେଗୁଡିଏ ହିଡ଼ ପଡ଼ିଗଲା
Synonyms : ହୁଡ଼ା
Translation in other languages :