Meaning : ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
Example :
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
Synonyms : ବହି, ବହିଖାତା, ଲେଖାବହି, ହିସାବଖାତା
Translation in other languages :
A record in which commercial accounts are recorded.
They got a subpoena to examine our books.