Meaning : ମନରେ ଉତ୍ପନ୍ନ ହେଉଥିବା ଏକ ସୁଖଦାୟକ ମନୋବେଗ ଯାହା କୌଣସି ପ୍ରିୟ ବା ଅଭିଷ୍ଟ କାମ କରିବା ନିମନ୍ତେ ହୋଇଥାଏ
Example :
କନ୍ୟା ମନରେ ପ୍ରିୟତମ ସହ ମିଳନ ନିମନ୍ତେ ଉତ୍ସାହର ଢ଼େଉ ଖେଳିଯାଏ
Translation in other languages :
Meaning : ଏକ ରାଗ
Example :
ଗାୟକ ହିଡୋଲ ରାଗ ଗାଇବାରେ ମସ୍ତ ଅଛନ୍ତି
Synonyms : ହିଡୋଲ, ହିଡୋଲ ରାଗ, ହିଲ୍ଲୋଳ ରାଗ
Translation in other languages :
Meaning : ଗୋଟିଏ ରତିବନ୍ଧ
Example :
କାମଶାସ୍ତ୍ରରେ ହିଲ୍ଲୋଳର ବର୍ଣ୍ଣନା ମିଳେ
Translation in other languages :