Meaning : ଅବିରତ କାନ୍ଦିବା ବା ଅନ୍ୟ କୌଣସି କାରଣରୁ ଶ୍ୱାସକ୍ରିୟା ମଝିରେ ମଝିରେ ଅଟକି ଯିବା
Example :
ଅବିରତ କାନ୍ଦିବା କାରଣରୁ ହିକ୍କା ଉଠେ
Synonyms : ହିକା
Translation in other languages :
लगातार रोने या किसी अन्य कारण से साँस में होनेवाली रुकावट।
लगातार रोने के कारण घिग्घी बँध जाती है।A condition caused by blocking the airways to the lungs (as with food or swelling of the larynx).
chokingMeaning : ଏକ ଶାରୀରିକ କାର୍ଯ୍ୟ ଯେଉଁଥିରେ ପେଟରୁ ବାୟୁ ଅଳ୍ପ ରହିରହି ଗଳାବାଟେ ବାହାରିଯିବାକୁ ଉଦ୍ୟମ କରେ
Example :
ପିଲାଟିର ବହୁତ ହିକ୍କା ଆସୁଛି
Translation in other languages :