Meaning : ହିଂସା କରିବା ବା ମାରିପକାଉଥିବା ପ୍ରାଣୀ
Example :
ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ ହିଂସକଙ୍କଠାରୁ ରକ୍ଷାପାଇବା ଉପାୟ ବି ଚିନ୍ତା କରିବା ଉଚିତ
Translation in other languages :
Meaning : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
Example :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
Synonyms : ଉଗ୍ର, ପ୍ରଚଣ୍ଡ, ବିକଟ, ଭୀଷଣ, ଭୟଂକର, ଭୟଙ୍କର
Translation in other languages :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.Meaning : ରକ୍ତ ପିଇବାବାଲା
Example :
ଏହି ଜଙ୍ଗଲରେ ହିଂସ୍ରଜନ୍ତୁ ଭରପୂର ଭାବରେ ଅଛନ୍ତି
Translation in other languages :