Meaning : ମନକୁ ଆମୋଦିତ କଲାଭଳି କଥା ବା କାମ
Example :
ମୋ ସହିତ ଥଟ୍ଟା ତାମସା କରନାହିଁ
Synonyms : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା
Translation in other languages :
मन बहलाने वाली बात।
वह सबसे हँसी-मज़ाक़ करते रहता है।Meaning : ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପନ୍ନ ହୋଇଥାଏ
Example :
ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
Synonyms : ହାସ୍ୟ ରସ
Translation in other languages :
Meaning : ହସିବାର ପ୍ର କ୍ରିୟା ବା ଭାବ
Example :
ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ
Synonyms : ହସ
Translation in other languages :
Meaning : ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି"
Example :
ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
Translation in other languages :
Arousing or provoking laughter.
An amusing film with a steady stream of pranks and pratfalls.