Meaning : ଛଳ-କପଟ ବା ଅନ୍ୟ କୌଣସି ପ୍ରକାର ଅନାଚାର କରିବା ଅବସ୍ଥା ବା ଭାବ
Example :
ବେଇମାନୀ ଧନ କେବେ ରହେ ନାହିଁ
Synonyms : ଅନ୍ୟାଅର୍ଜିତ, ବେଇମାନୀ
Translation in other languages :
Meaning : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
Example :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
Synonyms : ଜାରଜ, ବର୍ଣ୍ଣସଙ୍କର, ସଙ୍କର, ହାରମଜାଦା
Translation in other languages :
Meaning : ନୀଚ ଓ ପାଜି
Example :
ସେ ଏକ ନମ୍ବରର ଲଫଙ୍ଗା
Translation in other languages :