Meaning : ହାତରେ ତିଆରି ହୋଇଥିବା ମାନବକୃତି
Example :
ମେଳାରୁ ଆମେ କିଛି ହସ୍ତଶିଳ୍ପ କିଣିଲୁ
Translation in other languages :
हाथ से बनाई हुई मानवकृति।
मेले में हमने कुछ हस्तशिल्प खरीदे।Meaning : ହାତରେ ଜିନିଷ ତିଆରି କରିବା କଳା
Example :
ଅଧିକାଂଶ ଗାଁରେ ହସ୍ତଶିଳ୍ପର କାମ ଚାଲୁଛି
Translation in other languages :
A craft that requires skillful hands.
handicraft