Meaning : କହୁଣୀ ଠାରୁ ପଞ୍ଝାର ଅଗ୍ରଭାଗ ପର୍ଯ୍ୟନ୍ତ ଶରୀରର ଅଂଶ
Example :
ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
Translation in other languages :
Meaning : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
Example :
ଭୀମଙ୍କ ବାହୁରେ ବହୁତ ବଳ ଥିଲା
Translation in other languages :
A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.
arm