Meaning : ହସିକି କାହାର ଦୋଷ ବାହାର କରିବା ବା ତାହାର ନିନ୍ଦା କରିବା
Example :
ରାମୁ ସବୁବେଳେ ଅନ୍ୟମାନଙ୍କୁ ଉପହାସ କରେ
Synonyms : ଉପହାସ କରିବା, ଦୋଷ ବାହାର କରିବା, ନିନ୍ଦା କରିବା
Translation in other languages :
हँसते हुए किसी को निन्दित ठहराना या उसकी बुराई करना।
रामू हमेशा दूसरों का उपहास करता है।