Meaning : ମନକୁ ଆମୋଦିତ କଲାଭଳି କଥା ବା କାମ
Example :
ମୋ ସହିତ ଥଟ୍ଟା ତାମସା କରନାହିଁ
Synonyms : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ମଜା, ହାସ୍ୟ
Translation in other languages :
मन बहलाने वाली बात।
वह सबसे हँसी-मज़ाक़ करते रहता है।