Meaning : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
Example :
ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
Synonyms : କାଳକୂଟ, କାଳକୂଟ ବିଷ, ଗରଳ, ହଳାହଳ
Translation in other languages :
Meaning : ବହୁ ତୀବ୍ର ହୋଇଥିବା ଘାତକ ବିଷ
Example :
ଉଗ୍ର ବିଷ ଖାଇଦେବା କାରଣରୁ ଚିକିତ୍ସକ ବି ତାକୁ ବଞ୍ଚାଇ ପାରିଲେ ନାହିଁ
Synonyms : ଉଗ୍ର ବିଷ, ତୀବ୍ର ବିଷ
Translation in other languages :
Any substance that causes injury or illness or death of a living organism.
poison, poisonous substance, toxicant