Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ହର୍ଷିତ from ଓଡ଼ିଆ dictionary with examples, synonyms and antonyms.

ହର୍ଷିତ   ବିଶେଷଣ

Meaning : ଯିଏ ପ୍ରସନ୍ନ ହୋଇଛି

Example : ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ

Synonyms : ଆନନ୍ଦିତ, ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ


Translation in other languages :

Full of high-spirited delight.

A joyful heart.
elated, gleeful, joyful, jubilant