Meaning : ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା
Example :
ପରିବହନ ଉପରେ ହରତାଳର କୌଣସି ପ୍ରଭାବ ପଡ଼ିଲାନାହିଁ ଠିକ୍ସମୟରେ ଦରମା ନ ମିଳିବାରୁ କର୍ମଚାରୀମାନେ ହରତାଳ କରିଦେଲେ
Synonyms : ଧର୍ମଘଟ
Translation in other languages :
A group's refusal to work in protest against low pay or bad work conditions.
The strike lasted more than a month before it was settled.Meaning : ହଳଦିଆ ରଙ୍ଗର ଏକ ଖଣିଜ ପଦାର୍ଥ
Example :
ଔଷଧରୂପେ ହରତାଳର ବ୍ୟବହାର କରାଯାଏ
Translation in other languages :
Meaning : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
Example :
ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
Translation in other languages :
A voluntary fast undertaken as a means of protest.
hunger strike