Meaning : ଶ୍ରୀଲଙ୍କାର ଦକ୍ଷିଣରେ ଥିବା ଗୋଟିଏ ଜନବସତି ଅଞ୍ଚଳ
Example :
ହମବଣ୍ଟୋଟାର ଜନବସତି ଅଞ୍ଚଳର ରାଜଧାନୀ ହେଉଛି ହମବଣ୍ଟୋଟା ସହର
Synonyms : ହମବଂଟୋଟା, ହମବଂଟୋଟା ସହର, ହମବଣ୍ଟୋଟା ସହର
Translation in other languages :
Meaning : ଶ୍ରୀଲଙ୍କାର ସବୁଠୁଁ ବଡ ବନ୍ଦର
Example :
ଶ୍ରୀଲଙ୍କା ଯାତ୍ରା ଅବସରରେ ହମବଣ୍ଟୋଟାରେ କାର୍ଯ୍ୟରତ ମୋର ଜଣେ ବନ୍ଧୁଙ୍କୁ ମଧ୍ୟ ମୁଁ ସାକ୍ଷାତ କଲି
Synonyms : ହମବଂଟୋଟା, ହମବଂଟୋଟା ବଂଦର, ହମବଣ୍ଟୋଟା ବନ୍ଦର
Translation in other languages :
श्रीलंका का सबसे बड़ा बंदरगाह।
श्रीलंका यात्रा के दौरान हमबन्टोटा में कार्यरत मैं अपने एक दोस्त से भी मिला।