Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ହନୁ from ଓଡ଼ିଆ dictionary with examples, synonyms and antonyms.

ହନୁ   ବିଶେଷ୍ୟ

Meaning : ଓଠ ତଳର ଗୋଲହୋଇ ତଳୁ ଉପରକୁ ଉଠି ଥିବା ଭାଗ

Example : ତା ଥୋଡ଼ି ଉପରେ କଟା ଦାଗ ଅଛି

Synonyms : ଚିବୁକ, ଥୋଡ଼ି, ଦାଢ଼ି


Translation in other languages :

ओठों के नीचे का गोलाई लिए हुए उभरा हुआ भाग।

उसकी ठोढ़ी पर कटे का निशान है।
चिबुक, ठुड्डी, ठोड़ी, ठोढ़ी, दाढ़ी, हनु

The protruding part of the lower jaw.

chin, mentum

Meaning : ପବନଙ୍କ ପୁତ୍ର ଯାହାଙ୍କୁ ବହୁତ ବଳଶାଳୀ ଓ ଅମର ବୋଲି ବିଚାରକରାଯାଏ

Example : ହନୁମାନ ରାମଙ୍କର ଭକ୍ତ ଥିଲେ

Synonyms : ଅଞ୍ଜନୀନନ୍ଦନ, ଅଞ୍ଜନୀପୁତ୍ର, ଅଞ୍ଜନୀସୁତ, କେଶରୀନନ୍ଦନ, ପବନକୁମାର, ପବନତନୟ, ପବନପୁତ୍ର, ପବନସୁତ, ବଜରଙ୍ଗ ବଲୀ, ବଜରଙ୍ଗୀ, ମହାବୀର, ହନୁମନ୍ତ, ହନୁମାନ


Translation in other languages :

In Hinduism, the monkey god and helper of Rama. God of devotion and courage.

hanuman