Meaning : ଯୁଦ୍ଧପାଇଁ ବ୍ୟବହୃତ ହତିଆର
Example :
ଭାରତ ବିଦେଶରୁ ଅସ୍ତ୍ର-ଶସ୍ତ୍ର କିଣୁଛି
Synonyms : ଅସ୍ତ୍ର-ଶସ୍ତ୍ର, ଆୟୁଧ
Translation in other languages :
लड़ाई के हथियार या साधन।
भारत विदेशों से अस्त्र-शस्त्र खरीदता है।Meaning : ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ
Example :
ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା
Synonyms : ଅସ୍ତ୍ର
Translation in other languages :
Meaning : ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ
Example :
ବାଣ ଏକ ଅସ୍ତ୍ର
Synonyms : ଅସ୍ତ୍ର
Translation in other languages :
A weapon that is forcibly thrown or projected at a targets but is not self-propelled.
missile, projectileMeaning : କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ
Example :
କୁରାଢ଼ି ଏକ ସାମାନ୍ୟ ଉପକରଣ
Translation in other languages :
A device that requires skill for proper use.
instrument