Subscribe
URL of the page has been copied to clipboard.
Meaning : ଦାୟିତ୍ୱ ନ ତୁଲାଇବାର ପ୍ରକ୍ରିୟା
Example : ବୃଦ୍ଧ ପିତା ପ୍ରତି ପୁଅର ଅବହେଳା ଦେଖିଲେ ବଡ଼ ଦୁଃଖ ଲାଗେ
Synonyms : ଅଣହେଳା, ଅନାଦର, ଅବଜ୍ଞା, ଅବହେଳା
Translation in other languages :हिन्दी
उत्तरदायित्व न निभाने की क्रिया।
Install App