Subscribe
URL of the page has been copied to clipboard.
Meaning : ହଟିବା କାମ ଅନ୍ୟ କାହାଦ୍ୱାରା କରାଇବା
Example : ଠିକାଦାର ଝୁମ୍ପୁଡ଼ିଘରଗୁଡ଼ିକୁ ଗୁଣ୍ଡାମାନଙ୍କ ଦ୍ୱାରା ହଟାଇଲା
Translation in other languages :हिन्दी
हटाने का काम दूसरे से कराना।
Meaning : କୌଣସି ବିଷୟର ଉନ୍ମୁଳନ କରିବା ବା ସବୁଦିନ ପାଇଁ ହଟେଇଦେବା
Example : ରାଜାରାମମୋହନ ରାୟ ସତୀପ୍ରଥାକୁ ସମାଜରୁ ହଟାଇଥିଲେ
Synonyms : ଦୂରେଇବା, ମୂଳପୋଛ କରିବା
Translation in other languages :हिन्दी English
उन्मूलन करना या सदा के लिए हटा देना।
Remove from memory or existence.
Install App