Meaning : ହକ୍ ବା ଅଧିକାର ପାଇବା ବ୍ୟକ୍ତି
Example :
ଏହି ସମ୍ପତ୍ତିର ଚାରି ହକଦାର ପରସ୍ପର ମଧ୍ୟରେ ଅଡ଼ୁଆ ସୃଷ୍ଟିକଲେ
Synonyms : ସତ୍ତ୍ୱାଧିକାରୀ
Translation in other languages :
Someone who claims a benefit or right or title.
Claimants of unemployment compensation.Meaning : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
Example :
ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
Synonyms : ଅଧିକାର ପ୍ରାପ୍ତ, ଅଧିକାର ଯୁକ୍ତ, ଅଧିକାରୀ
Translation in other languages :
जिसे अधिकार दिया गया हो या जिसे कुछ करने या पाने का अधिकार हो।
दादी की वसीयत के अनुसार राम भी इस घर में रहने का अधिकारी है।Having authority or ascendancy or influence.
An important official.