Meaning : ହଇରାଣ କରୁଥିବା କଥାଆଦି
Example :
ଆପଣ ନିଜର ଅସୁବିଧା ଜଣାନ୍ତୁ, ତାର ସମାଧାନ କରିବାପାଇଁ ଚେଷ୍ଟା କରାଯିବ
Synonyms : ଅସୁବିଧା, ଅସ୍ତବ୍ୟସ୍ତତା, ଉଦବିଗ୍ନତା
Translation in other languages :
A situation or condition that is complex or confused.
Her coming was a serious complication.