Meaning : ଆତଙ୍କିତ ହେବା କାରଣରୁ ଜନ ସାଧାରଣଙ୍କ ମଧ୍ୟରେ ହେଉଥିବା କୋଳାହଳ ଏବଂ ଧାଁ ଦୌଡ଼
Example :
ଗାଁରେ ଡାକୁମାନେ ପଶିବାକ୍ଷଣି ହଇଚଇ ଆରମ୍ଭ ହୋଇଗଲା
Synonyms : ହୋ-ହାଲା
Translation in other languages :
Meaning : ଚଞ୍ଚଳ ବା ଆତୁରତା କାରଣରୁ ହେଉଥିବା ଅସ୍ଥିରଭାବ
Example :
ଅଚାନକ ନିଆଁ ଲାଗିଯିବା ଫଳରେ ହଇଚଇ ପଡ଼ିଗଲା
Synonyms : ହରବର
Translation in other languages :
जल्दी या उतावलेपन के कारण होनेवाली घबराहट।
अचानक आग लगने पर हड़बड़ी मच गई।Meaning : ଲୋକଙ୍କ ମଧ୍ୟରେ ହଇଚଇ ବା ଡର ସୃଷ୍ଟି କରୁଥିବା ଅବସ୍ଥା
Example :
ଗୁଳି ଚାଲିବା ମାତ୍ରେ ବଜାରରେ ଆତଙ୍କ ଖେଳିଗଲା
Synonyms : ଆତଙ୍କ
Translation in other languages :