Subscribe
URL of the page has been copied to clipboard.
Meaning : କାହାର କଥା, ପ୍ରଶ୍ନ କିମ୍ବା ସଂବୋଧନର ଉତ୍ତରରେ ସଂକ୍ଷିପ୍ତ ପ୍ରତିସଂବୋଧନ ରୂପରେ କୁହାଯାଉଥିବା ସକାରାତ୍ମକ ଶବ୍ଦ
Example : ମୋର ହଁ ଶବ୍ଦ ଶୁଣି ସେ ପ୍ରସନ୍ନ ହୋଇଗଲେ
Synonyms : ଆଜ୍ଞା
Translation in other languages :हिन्दी English
किसी के कथन,प्रश्न या संबोधन के उत्तर में संक्षिप्त प्रतिसंबोधन के रूप में कहा जानेवाला सकारात्मक शब्द।
An affirmative.
Meaning : ସହମତି ବ୍ୟକ୍ତ କରିବା ନିମନ୍ତେ
Example : ସେ ଏଠାକୁ ଆସିବାକୁ ହଁ କରିଛି
Install App