Subscribe
URL of the page has been copied to clipboard.
Meaning : ସଢ଼ିବା ପ୍ରକ୍ରିୟା ବା ଭାବ
Example : ସଢ଼ା ପତ୍ରରୁ ଖତ ତିଆରି ହୁଏ
Synonyms : ପଚା
Translation in other languages :हिन्दी English
सड़ने की क्रिया या भाव।
In a state of progressive putrefaction.
Meaning : ପୂଜରେ ଭରା
Example : ପୂଜେଇଥିବା ବଥକୁ ପ୍ରତିଦିନ ସଫା କରିବା ଆବଶ୍ୟକ
Synonyms : ପାଚିଲା, ପୂଜେଇଥିବା
Translation in other languages :हिन्दी
मवाद से भरा हुआ।
Meaning : ଯାହା ଖରାପ ହୋଇଯାଇଛି
Example : ସଢ଼ା ଜିନିଷକୁ ଅଳିଆଡବାରେ ପକାଇଦିଅ
Synonyms : ଖରାପ, ପଚା
जो खराब हो गया हो।
Install App