Meaning : ଯାହାକୁ ସହମତି ମିଳିଛି ବା ଯାହା ସ୍ୱୀକାର କରାଯାଇଛି
Example :
ସରକାରଙ୍କଦ୍ୱାରା ସ୍ୱୀକୃତ ଏହି ପରିଯୋଜନା ଅତିଶୀଘ୍ର ଆରମ୍ଭ ହେବ
Synonyms : ମଞ୍ଜୁର, ସହମତି ପ୍ରାପ୍ତ, ସ୍ୱୀକୃତି ପ୍ରାପ୍ତ
Translation in other languages :
जिसे आधिकारिक रूप से मान्यता मिली हो या जिसे स्वीकार कर लिया गया हो।
ये सब मान्यताप्राप्त शिक्षण संस्थाएँ हैं।Generally approved or compelling recognition.
Several accepted techniques for treating the condition.Meaning : ଯାହା ଅଙ୍ଗୀକାର କରାଯାଇଛି ବା ଯାହାକୁ ନିଜ ଉପରକୁ ନିଆଯାଇଛି
Example :
ସେ ନିଜର କାର୍ଯ୍ୟଭାରକୁ ଆନନ୍ଦ ସହିତ ଅଙ୍ଗୀକୃତ କଲେ
Translation in other languages :
Meaning : ଯାହା ସ୍ୱୀକାର କରାଯାଇଛି
Example :
ଏହା ଭାରତ ସରକାରଙ୍କଦ୍ୱାରା ସ୍ୱୀକୃତ ପରିଯୋଜନା
Synonyms : ମଞ୍ଜୁରୀପ୍ରାପ୍ତ, ମାନ୍ୟ
Meaning : ଯାହକୁ ଅନୁମତି ଦିଆଯାଇଛି
Example :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
Synonyms : ଅନୁଜ୍ଞାତ, ଅନୁମତି ପ୍ରାପ୍ତ, ଅନୁମୋଦିତ
Translation in other languages :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।Meaning : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
Example :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
Synonyms : ଅନୁଜ୍ଞାପିତ, ଅନୁମତି ପ୍ରାପ୍ତ